ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪)
ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’
- ତେବେ ?? ଆଜି ପୁଣି କେମିତି ??
- ତୁମ ବାହାଘର ଠିକ୍ ହେବା କଥା ଶୁଣି ଖୁବ୍ କଷ୍ଟ ପାଇଥିଲି। ବହୁତ ଚେଷ୍ଟା କରି ବିଫଳ ହେଲି ତୁମକୁ କହିବାକୁ । କାଳେ ତୁମେ କଣ ଭାବିବ ? କାଳେ ଆମର ବନ୍ଧୁତା ଶେଷ ହୋଇଯିବ ! ତୁମର ସ୍ୱଚ୍ଛଳ…