Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭୫)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ମାଆ ଆଜି ଓପାସ କାଲି ବ୍ରତ , ବାର ମାସରେ ତେର ପର୍ବ , ଶ୍ରାଦ୍ଧ ମଉଳା ବିଧି ବିଧାନ, ଯେଉଁ ପର୍ବରେ ସେଇ ପିଠା ଆଜି ଯାଏ ଯେତେ ଅସୁବିଧା ହେଉ ପଛକେ ସବୁ କରି ଆସିଛନ୍ତି । ନିଜେ ଓପାସ ରହି ଅନ୍ୟକୁ ଖୁଏଇବାରେ ତାଙ୍କର ଯେଉଁ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭୩)

8ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ହଁ, ଆଉ ଗୋଟିଏ କଥା ,ମାଟିରେ ଜନ୍ମ ମାଟିରେ ପାଦ ଥୋଇ ବି ଆକାଶର ନିଳିମାକୁ ମାଖି ହେବାର ଇଚ୍ଛା, ସମୁଦ୍ରର ଘେର ଭିତରେ ଥାଇ ବି ଅମୃତର ସ୍ୱାଦ ଚାଖିବାର ଇଚ୍ଛାକୁ ପିଲାଟି ଦିନରୁ ମୋ ଭିତରେ ପାଳି ଆସୁଛି । ଏଥିପାଇଁ ମୋତେ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭୨)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସମ୍ଭବ ପୁଣି ଆରମ୍ଭ ହୋଇଗଲେ ,କଣ ମିଳିବ ଏ ବାଜେ କଥା ବାଜେ କାମରୁ ଶୁଣେ "ନିଜର ଖାଇ ଘୋଡ଼ା ଆଗରେ ଡେଇଁବା ।" ହେଲେ ତମେ ମୋ କଥା କେବେ ଶୁଣିଛ ନା ଶୁଣିବ । ଏ ଘରେ ମୋର କିଛି ଗୋଟେ ଅଛି ଯେ ...ଛାଡ଼ । ଏଥର ଆସ୍ଥାର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆସ୍ଥା କିଛି ନ ଶୁଣି ବାହାରି ପଡ଼ିଲା ଜଣ ସାଧାରଣଙ୍କ ସେବା କରିବା ପାଇଁ ! " ତୁମେ ମୋ ପାଇଁ ଆଦୌ ବ୍ୟସ୍ତ ହୁଅନି ,ମୋ ଭ୍ୟାନିଟି ବ୍ୟାଗରେ ବ୍ରେଡ଼, କେକ୍ ,ବିସ୍କେଟ ସବୁ ଅଛି ,ଭୋକ ହେଲେ ଖାଇନେବି କହି କହି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଫୋନ ଲାଗିଗଲା ।ଆସ୍ଥା : "ହଁ କଣ ହେଲା କୁହ ସାଗର ,କଣ କିଛି ଅସୁବିଧା ହୋଇଛି ? ତୁମେ ଥରେ ଫୋନ କରି କାଟିଦିଅ। ମୁଁ ମୋର ପରେ ସୁବିଧା ଦେଖି କରେ କିନ୍ତୁ ....ସେଥିପାଇଁ ବ୍ୟସ୍ତ ଲାଗିଲା ।" ସାଗର:ବରମ୍ପୁରର ଗୋପାଳ ପୁର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୮)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଏଥିପାଇଁ ସେମାନଙ୍କୁ ଠିକ ସମୟରେ ଉଚିତ ପାରିଶ୍ରମିକ ଦିଏ ଏବଂ ସୁବିଧା ଅସୁବିଧାରେ ସେମାନଙ୍କ ସାଙ୍ଗରେ କାନ୍ଧ ମିଳାଇ ଠିଆ ହୁଏ । ସମସ୍ତଙ୍କର ବିପଦ ଆପଦରେ ତା' ମାଆ ଆସ୍ଥା ପରି ସୁରେଖା ମଧ୍ୟ ଗୌରୀ ନାନୀ ହୋଇ ଠିଆ ହୋଇଯାଏ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୭)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଏହା ଭିତରେ ଆଠ ଦଶ ବର୍ଷ ବିତିଯାଇଛି । ବର୍ତ୍ତମାନ ସୁରେଖାର ବର୍ତ୍ତମାନ ଆଉ ଭବିଷ୍ୟତ ଉଭୟ ସୁରକ୍ଷିତ । ସେ ନିଜ ଗୋଡ଼ରେ ନିଜେ ଠିଆ ହୋଇ ଦୁନିଆକୁ ଦେଖେଇ ଦେଇ ପାରିଚି ଯେ , ଆଜି ସମାଜରେ ତୃତୀୟ ଲିଙ୍ଗୀ ମଣିଷମାନେ ଆଉ କାହାର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୫)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସ୍ୱୟଂ ସ୍ୱାହା ଯାଅ ଧୁଆଧୋଇ ହୋଇଯାଅ ଆଜି ସ୍ନାକ୍ସ ରେ ବଢ଼ିଆ ଜିନିଷ ମିଶିକି ଖାଇବା ।ସୁରେଖା ଆଡ଼କୁ ଇଙ୍ଗିତ କରି , ଯାହା ଗରମ ଗରମ ବାହରୁଥିବ ଆଣିବୁ,ମାଆଙ୍କ ପାଖରୁ ପଇସା ଆଉ ବ୍ୟାଗ ନେଇ ଜଲ୍ଦି ଯାଆ । ଏତେ ଦିନ ପରେ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୪)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ "କାଇଁ ଏତେ ସୁହାଗ ବୋହି ପଡୁଚି ଶୁଣେ ! ଟିକେ ଆସ୍ତେ ଡ଼ାକି ପାରୁନ ଯେ ସାଇ ପଡ଼ିଶାଙ୍କୁ ଜଣେଇ ହଉଛ ",ଆସ୍ଥା ସମ୍ଭବଙ୍କୁ ଚିଡ଼ିଲା ଗଳାରେ। ସମ୍ଭବ: "ଏବେ ମୁଁ ଦେଖୁଚି ଯାହା ଗୋଟେ କହିଲା ବେଳକୁ ତୁମେ ମୋ ଉପରେ ଖାଲି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୩)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ହଁ ଅପା ଆଉ ଗୋଟେ କଥା ଯାହା ତୁମ ମୋ ଭିତରର କଥା କହୁଚି ଶୁଣ ,ସାଗର ଛଦ୍ମ ( ସମୀର)ନାଁ ରେ ସମ୍ଭବଙ୍କର କ୍ଳାଇଣ୍ଟ ଭାବରେ ଫୋନ କରିଥିଲା ଯେଉଁ ନମ୍ବର କି ସମ୍ଭବଙ୍କର କିନ୍ତୁ ମାୟା ବ୍ୟବହାର କରୁଥିଲା । ମୁଁ ଜାଣିକି ସାଗରକୁ…