ଆସିିଲା କରୋନାଠୁ ବି ଆଉ ଏକ ଭୟଙ୍କର ଭାଇରସ, ସୁରଟରେ ପ୍ରଥମ ସଂକ୍ରମିତ ଚିହ୍ନଟ
ସୁରଟ: ସାରା ଦେଶରେ ଏବେ କରୋନାର କୋକୁଆ ଭୟ । ସାରା ବିଶ୍ୱ ଏହି ମହାମାରୀର ମୁକାବିଲା କରୁଛି । ଏହାରି ଭିତରେ ଦେଶରେ ଆଉ ଏକ ମାରାତ୍ମକ ରୋଗ ବ୍ୟାପିବା ଆରମ୍ଭ ହୋଇଛି । ଗୁଜରାଟର ସୁରଟରେ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁରଟର ଏକ ଶିଶୁ ଠାରେ ଏହି ନୂଆ ରୋଗର ଲକ୍ଷଣ ଦେଖିବାକୁ…