ଲକ୍ଡାଉନ୍ ଫିଟାଇଲା ଅଭିଷେକଙ୍କ ଭାଗ୍ୟ
ମୁମ୍ବାଇ: ସତରେ ଯେମିତି ଜୁନିଅର ବଚ୍ଚନଙ୍କୁ ନିଃଶ୍ୱାସ ମାରିବାକୁ ଆଉ ସମୟ ନାହିଁ । ସେ ଫିଲ୍ମ ହେଉ କି ୱେବ୍ ସିରିଜ୍ । ହାତକୁ ଯାହା ପ୍ରୋଜେକ୍ଟ ଆସୁଛି, ସବୁ ସାଇନ୍ କରୁଛନ୍ତି । ଏପରିକି କରୋନା ଲକ୍ଡାଉନ୍ ସମୟରେ ବି ତାଙ୍କୁ ଏକାଧିକ ଫିଲ୍ମ ଅଫର୍ ହୋଇଥିଲା । ଯାହାକୁ ସେ ଖସୀଖୁସୀ…