ସିଟାଡେଲର ନିର୍ଦ୍ଦେଶକଙ୍କୁ ଡେଟିଂ କରୁଛନ୍ତି କି ସାମନ୍ଥା?
ଚେନ୍ନାଇ: ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ନିଜ ଡେଟିଂକୁ ନେଇ ଚର୍ଚ୍ଚା ରେ ରହିଛନ୍ତି। ତେବେ ତାଙ୍କ ନାମ "ସିଟାଡେଲ୍: ହନି ବନି"ର ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କୁ ସହ ଯୋଡିହୋଇଛି।
ଏହା ମଧ୍ୟରେ ସାମନ୍ଥା ପିକଲ୍ ବଲ୍ ଟୁର୍ଣ୍ଣାମେଣ୍ଟର ଅନେକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ରାଜ…