ମାଆର ମୃତଦେହକୁ କାନ୍ଧ ଦେଲେ ୬ ଝିଅ, ଆସିଲାନି ପୁଅ
ସମ୍ୱଲପୁର: ମାଆର ମୃତ୍ୟୁ ପରେ ବି ଆସିଲାନି ପୁଅ । ଯାହାକୁ ଅନ୍ତ ଫାଟି ଜନ୍ମ ଦେଇଥିଲେ । କୋଳେଇ କାଖେଇ ଛୋଟରୁ ବଡ଼ କରିଥିଲେ ସେଇ ପୁଅ ଶେଷ ସମୟରେ ବି ଟିକେ ଦେଖିବାକୁ ଆସିଲାନି । ଶେଷରେ ମାଆର ମୃତଦେହକୁ କାନ୍ଧ ଦେଲେ ୬ ଝିଅ । କୋକେଇକୁ କାନ୍ଧେଇ ଶ୍ମଶାନକୁ ନେଲେ ଓ ମୁଖାଗ୍ନି ଦେଲେ ।…