Latest Odisha News
Browsing Tag

Day Curfew in Odisha

କାଲି ଏସଆରସି ମନା କଲେ, ଆଜି ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ରାଜ୍ୟରେ ଦିନ ବେଳା ଲାଗିପାରେ କର୍ଫ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ବଢୁଛି କରୋନା କେସ୍ । ଦୈନିକ ସଂକ୍ରମଣ ପାଞ୍ଚ ଶହ ଡେଇଁଛି । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଆଜି ଛତିଶଗଡ଼ ସୀମାନ୍ତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗିବ । ଆବଶ୍ୟକ ହେଲେ ଦିନ ବେଳା ବି ରାଜ୍ୟରେ କର୍ଫ୍ୟୁ ଲାଗିପାରେ । ଆଜି ଏହି…