Latest Odisha News
Browsing Tag

Death Threats to Swami Jivanmuktananda Puri

ଜଲେଶପଟା ଆଶ୍ରମ ସ୍ୱାମିଜୀଙ୍କୁ ୨୪ ଘଣ୍ଟାରେ ଦୁଇ ଦୁଇ ଥର ହତ୍ୟା ଧମକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ସ୍ଥିତ ଜଲେଶପଟ୍ଟା କନ୍ୟାଶ୍ରମର ମୁଖ୍ୟ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀଙ୍କୁ ପୁଣି ହତ୍ୟା ଧମକ । ଆଜି ବି ଅଜଣା ଦୁର୍ବୃତ୍ତ ଟେଲିଫୋନ୍‌ରେ ହତ୍ୟା ଧମକ ଦେଇଛି । ଗତ ୨୪ ଘଣ୍ଟା ଭିତରେ ଦୁଇ ଦୁଇ ଥର ତାଙ୍କୁ ମିଳିଲାଣି ଧମକପୂର୍ଣ୍ଣ ଫୋନ୍ କଲ୍ ।…