ଦଳେଇ ଘାଇରେ ବିପଦ ସଂକେତ ଟପିଲା
ଜଗତସିଂହପୁର: ଦଳେଇ ଘାଇରେ ବିପଦ ସଂକେତ ଟପିଲା ଦେବୀ ନଦୀ । ଏଠାରେ ବିପଦ ସଂକେତ ୫୭ ଫୁଟ୍ ରହିଥିବା ବେଳେ ଏବେ ଏଠାରେ ୫୭.୧୦ ଫୁଟରେ ଜଳ ପ୍ରବାହିତ ହେଉଛି ।
ସେହିପରି ମାଛ ଗାଁରେ ମଧ୍ୟ ବିପଦ ସଂକେତ ଟପିଛି ଦେବୀ ନଦୀ । ଏଠାରେ ବିପଦ ସଂକେତ ୧୩ ଫୁଟ ଥିବା ବେଳେ ଏବେ ୧୪.୪୦ ଫୁଟ ଉପରେ…