Latest Odisha News
Browsing Tag

Deepak Chahar

ଲଗାତାର ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ଆଉ ଏକ ଝଟ୍‌କା

ଭୁବନେଶ୍ୱର: ଚଳିତବର୍ଷ ଫଟାଫଟ୍ କ୍ରିକେଟ୍ ଫର୍ମାଟ୍ ଆଇପିଏଲରେ ଚେନ୍ନାଇ ସୁପର୍ କିଙ୍ଗସ୍‌ର ଭାଗ୍ୟ ଏତେଟା ଭଲ ନାହିଁ । ବୋଲିଂ ଠାରୁ ଆରମ୍ଭ କରି ବ୍ୟାଟିଂ ଓ ଫିଲ୍ଡିଂରେ ଏହି ଦଳ ନିଜ ସମର୍ଥକଙ୍କୁ ନିରାଶ କରିଛି । ତେବେ ଲଗାତାର ପରାଜୟ ପରେ ଏବେ ଏହି ଦଳକୁ ଆଉ ଏକ ଝଟ୍‌କା ଦୋହଲାଇ ଦେଇଛି ।…

ଚେନ୍ନାଇ ସୁପର୍ କିଙ୍ଗ୍ସର ପ୍ରଥମ ବିଜୟ ପରେ ଚହରଙ୍କୁ ନେଇ କ’ଣ କହିଲେ ଧୋନି ?

ମୁମ୍ବାଇ: ଆଇପିଏଲର ୧୪ ତମ ସଂସ୍କରଣରେ ଶୁକ୍ରବାର ପ୍ରଥମ ମ୍ୟାଚ୍ ଜିତିଛି ଚେନ୍ନାଇ ସୁପର କିଙ୍ଗ୍ସ । ଏହି ମ୍ୟାଚରେ ମାତ୍ର ୧୩ ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର୍ କରିଛନ୍ତି ଦୀପକ ଚହର । ଯାହାକୁ ନେଇ ସିଏକେର ଅଧିନାୟକ ମହେନ୍ଦ୍ର ସିଂହ ଧୋନି କହିଛନ୍ତି- ଡେଥ୍ ଓଭର ବୋଲର ଭାବେ ଦୀପକ ଚହର…

ଆହତ କାରଣରୁ ପ୍ରଥମ ଟେଷ୍ଟରୁ ଅକ୍ଷର ପଟେଲ ଆଉଟ୍, ଏମାନଙ୍କୁ ମିଳିଲା ସୁଯୋଗ

ଚେନ୍ନାଇ: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି ପ୍ରଥମ ଟେଷ୍ଟ । ତାପୂର୍ବରୁ ଦଳକୁ ଲାଗିଛି ଆହତ ଝଟକା । ଆଣ୍ଠୁରେ ଯନ୍ତ୍ରଣା ଯୋଗୁ ପ୍ରଥମ ଟେଷ୍ଟରୁ ବାଦ ପଡ଼ିଲେ ସ୍ପିନ୍ ବୋଲର ତଥା ଅଲରାଉଣ୍ଡର ଅକ୍ଷର ପଟେଲ୍ । ତାଙ୍କର ବାମ ଗୋଡ଼ ଆଣ୍ଠୁରେ ଯନ୍ତ୍ରଣା ହେଉଛି । ଅକ୍ଷର ପଟେଲଙ୍କ ସ୍ଥାନରେ…