କାନ୍ଦି ପକାଇଲେ ଦୀପିକା, ହାତ ଯୋଡି ଏନ୍ସିବି କହିଲା ଠିକ୍ ଉତ୍ତର ଦିଅ
ମୁମ୍ବାଇ: କାନ୍ଦି ପକାଇଲେ ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନ । ଏନ୍ସିବି ଆଗରେ ଥରେ କି ଦୁଇ ଥର ନୁହେଁ ତିନିଥର ଭୋ ଭୋ ହୋଇ କାନ୍ଦିଛନ୍ତି ବଲିଉଡର ମସ୍ତାନୀ । ଖେଳିଥିଲେ ଇମୋସନାଲ କାର୍ଡ । ଏନ୍ସିବି ଅଧିକାରୀ ତୁହାକୁ ତୁହା ପ୍ରଶ୍ନ କରି ଚାଲିଥିଲେ । ଡ୍ରଗ୍ସ ଲିଙ୍କ ନେଇ ଘନ ଘନ ଜେରା…