ଏୟାରପୋର୍ଟରେ ଜନ୍ମ ହେଲା ଶିଶୁ, କୁନି ଯାତ୍ରୀଙ୍କୁ ସ୍ୱାଗତ କଲେ କର୍ମଚାରୀ
ନୂଆଦିଲ୍ଲୀ: ବିମାନବନ୍ଦରରେ ଥିଲେ ସବୁଠାରୁ କୁନି ଯାତ୍ରୀ । ମାତ୍ର କେଇ ଘଣ୍ଟାର । କୁନି ବିମାନଯାତ୍ରୀଙ୍କୁ ଦେଖିବାକୁ ବେଶ ଭିଡ ଜମିଥିଲା । କୁନି ଯାତ୍ରୀଙ୍କୁ ଦେଖି ଏୟାରପୋର୍ଟ କର୍ମର୍ଚାରୀମାନେ ଖୁସିରେ ସ୍ୱାଗତ ବି କରିଥିଲେ । କିଛି ସମୟ ପାଇଁ ଦିଲ୍ଲୀ ଅନ୍ତରାଷ୍ଟ୍ରୀୟ…