କମୁନି ପ୍ରଦୂଷଣ; ଏବେ ବି ସ୍ଥିତି ଗମ୍ଭୀର
ନୂଆଦିଲ୍ଲୀ: ରବିବାର ସକାଳ ସୁଦ୍ଧା ଦିଲ୍ଲୀର ବାୟୁ ଗୁଣବତ୍ତା “ଅତ୍ୟନ୍ତ ଖରାପ” ପରିସ୍ଥିତିରେ ରହିଛି।
ରବିବାର ସକାଳ ୯ ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୮୨ ରେକର୍ଡ କରାଯାଇଥିଲା। ୨୪ ଘଣ୍ଟାର ହାରାହାରି AQI ଶନିବାର ଦିନ ୩୭୪ ଥିଲା।
ଫରିଦାବାଦ (୩୪୭), ଗାଜିଆବାଦ…