Latest Odisha News

BREAKING NEWS

କମୁନି ପ୍ରଦୂଷଣ; ଏବେ ବି ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ: ରବିବାର ସକାଳ ସୁଦ୍ଧା ଦିଲ୍ଲୀର ବାୟୁ ଗୁଣବତ୍ତା “ଅତ୍ୟନ୍ତ ଖରାପ” ପରିସ୍ଥିତିରେ ରହିଛି।

ରବିବାର ସକାଳ ୯ ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୮୨ ରେକର୍ଡ କରାଯାଇଥିଲା। ୨୪ ଘଣ୍ଟାର ହାରାହାରି AQI ଶନିବାର ଦିନ ୩୭୪ ଥିଲା।

ଫରିଦାବାଦ (୩୪୭), ଗାଜିଆବାଦ (୩୪୪),ଗ୍ରେଟର ନୋଏଡା (୩୨୨), ଗୁରୁଗାଓଁ (୩୪୫) ଏବଂ ନୋଏଡା (୩୫୬) ମଧ୍ୟ ‘ଅତ୍ୟନ୍ତ ଖରାପ’ ବର୍ଗରେ ରେକର୍ଡ କରାଯାଇଛି।

ନଭେମ୍ବର ୨୧ ରୁ ନଭେମ୍ବର ୨୩ ପର୍ଯ୍ୟନ୍ତ, ଭୂପୃଷ୍ଠ ପବନ ପ୍ରବଳ ହେବାର ସମ୍ଭାବନା ରହିଛି ଯାହାଫଳରେ ବାୟୁ ଗୁଣବତ୍ତା ଉନ୍ନତ ହେବ ବୋଲି SAFAR କହିଛି।

Leave A Reply

Your email address will not be published.