ଜୟପୁର ଜଗନ୍ନାଥ ସାଗରରୁ ନାବାଳିକା ମୃତଦେହ ଉଦ୍ଧାର ଘଟଣା, ପ୍ରେମିକକୁ ଗିରଫ ଦାବିରେ ରାସ୍ତାରୋକ
ଜୟପୁର : ଜଗନ୍ନାଥ ସାଗରରୁ ନାବାଳିକା ଶବ ଉଦ୍ଧାର ଘଟଣା। ପ୍ରେମିକକୁ ଗିରଫ ଦାବିରେ ଜୟପୁର ଜୟନଗର ରାସ୍ତାରେ ଟାୟରଜାଳି ରାସ୍ତା ରୋକ କରିଛନ୍ତି ଶହ ଶହ ମହିଳା ଓ ପୁରୁଷ । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଁଚି ଲୋକମାନଙ୍କ ସହ ଆଲୋଚନା କରୁଛି । ଗତ ତିନି ଦିନ ତଳେ ଜୟନଗର ଧୋବା ତୁଠ…