ଧାରାବାହିକ ଉପନ୍ୟାସ : ଚୋରାବାଲି (୯୨)
ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୯୨
ଅସୁବିଧା କୋଉଠି ଆରାଧ୍ୟା ? କେଦାରକୁ ନେଇ ଆମେ ଖୁସିରେ ରହିବା । ମୋ’ ପରି କୋଉଠି ନା କୋଉଠି ତୁମେ ବି ମତେ ପସନ୍ଦ କର । ଫାଙ୍କି ପାରିବକି କୁହ ? ଅରୁ..ତୁମ ଜୀବନରେ ଯାହା ଘଟିଯାଇଛି ସେସବୁ ତୁମ ଅତୀତ । ଏବେ…