ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୩)
ମହାଶ୍ୱେତା ସାହୁଙ୍କ ଉପନ୍ୟାସ ଈଶ୍ୱର ମରିଗଲା ପରେ
ସେ ସବୁବେଳେ ଭାବେ ସେ ଯାହାକୁ ବାହା ହେବ ସେ ହେବ ତା'ର ହୃଦୟଶ୍ୱେରୀ । ତା'ର ଡାର୍ଲିଙ୍ଗ୍...! ଏଇ ଶବ୍ଦଟା ପ୍ରତି କେବଳ ଅଧିକାର ରହିବ ତା'ର ପତ୍ନୀର । ତା'ର ପିଲାମାନଙ୍କୁ ପାଠପଢ଼ାଇବ । ଭଲ ଜୀବନ ଦେବ... ସାହେବ କରିବ । ଅନ୍ୟ ସାହେବ…