ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୩)
ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
“ମୁଁ ବହୁତ ଦୁଃଖିତ ଭାଇ । ମୁଁ ଜାଣେ, ମୁଁ ସେମାନଙ୍କୁ କେତେ ବଡ଼ ମାନସିକ ଆଘାତ ଦେବି । କିନ୍ତୁ ମୁଁ ମୋ' ସ୍ୱପ୍ନକୁ ଏମିତି ଛାଡ଼ି ପାରିବିନି । ମୁଁ ଜାଣେ ଏଇୟା ବି ଯେ ସେମାନେ ଖୁବ୍ ଦୁଃଖୀ ଓ ହତାଶ…