ଢେଙ୍କାନାଳରେ ଲୋକକଳା ମହୋତ୍ସବ,ପାରମ୍ପରିକ ନାଚ ଗୀତରେ କମ୍ପିଲା ପରିବେଶ
ଢେଙ୍କାନାଳ :ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଢେଙ୍କାନାଳ ଜିଲ୍ଲାରେ ଲୋକକଳାର ତୃତୀୟ ବାର୍ଷିକ ଉତ୍ସବ ରାଏନରସିଂହପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ କୁମାର…