ମହାମାରୀ ସମୟରେ ଅଧିକ ବୃଦ୍ଧି ପାଇଛି ମଧୁମେହ ରୋଗୀଙ୍କ ସଂଖ୍ୟା; ରିପୋର୍ଟ
ନୂଆଦିଲ୍ଲୀ: ତଥ୍ୟ ଅନୁଯାୟୀ ମହାମାରୀ ସମୟରେ ମଧୁମେହ ରୋଗୀଙ୍କ ସଂଖ୍ୟାରେ ଏକ ନିର୍ଦ୍ଦିଷ୍ଟ ପରିମାଣରେ ବୃଦ୍ଧି ଘଟିଛି। ମହାମାରୀ ସମୟରେ ଜୀବନଶୈଳୀରେ ହୋଇଥିବା ପରିବର୍ତ୍ତନକୁ ଦାୟୀ କରାଯାଇଛି।
ଡାକ୍ତରମାନଙ୍କ କହିବା ଅନୁଯାୟୀ “ଅନେକ କୋଭିଡ୍-୧୯ ରୋଗୀ ପ୍ରାରମ୍ଭରେ ଟାଇପ୍ ୧…