Latest Odisha News
Browsing Tag

Dilip Kumar Panda

କବିତା : ଆଉ କେତେ ବଞ୍ଚିବା

ଦିଲୀପ କୁମାର ପଣ୍ଡା ତୁମେ ପଚାରୁ ଥିଲ ନା ଆଉ ପାଞ୍ଚ କି ଦଶ ବର୍ଷ ଅଧିକ ବଞ୍ଚିଲେ କି ନିହାଲ କରିଦେବ ବୋଲି ! ପ୍ରକୃତରେ ଆମେ ବଞ୍ଚିବାର ବୟସ ବଞ୍ଚିବା ବେଳେ କ'ଣ ଟା ନିହାଲ କରିଥାଉ ଯେ , ଗୋଟେ ପରେ ଗୋଟେ କାମନାର ପୂରଣ ବ୍ୟତୀତ ଆଉ କିଛି କରିବାର ନ ଥାଏ ବୋଲି କେବଳ…

କବିତା : ମୁକ୍ତି

ଦିଲୀପ କୁମାର ପଣ୍ଡା  ଜ୍ଞାନର ସ୍ରୋତସ୍ୱିନୀ ମୃତ୍ୟୁର ଆଲିଙ୍ଗନରେ ହୁଏ ବିଜୟିନୀ । ଓଁ କାର ସହ ଏକାତ୍ମ ହୁଏ ଅନ୍ତରଆତ୍ମା । ଅସୀମ ଜ୍ୟୋତି ଆହରଣ କରେ ଦେହାତୀତ ବିସ୍ତାରିତ ଆକାଶରେ ଦେହର ମୃତ୍ୟୁ ବିନା ଅସମ୍ଭବ ଅମରତ୍ୱ ଲାଭ। ଶାଶ୍ୱତ ଓଲ୍ହାଇ ଆସେ ସ୍ୱର୍ଗରୁ ମର୍ତ୍ତ୍ୟକୁ…