ଦିଲ୍ଲୀ ଏମସର ୩୫ ଜଣ ଡାକ୍ତରଙ୍କୁ କରୋନା
ନୂଆଦିଲ୍ଲୀ : ଦେଶରେ ଦୃତ ଗତିରେ ବ୍ୟାପୁଛି ମହାମାରୀ କରୋନା । ପ୍ରତିଦିନ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିଲାଣି । ଦେଶରେ କରୋନା ଦିନକୁ ଦିନ ଭୟାବହ ରୂପ ନେଉଥିବା ବେଳେ, ମହାମାରୀ କବଳରେ କରୋନା ଯୋଦ୍ଧା । ସାର୍ ଗଙ୍ଗାରାମ, କେଜିଏମୟୁ ହସ୍ପିଟାଲ ପରେ ଏବେ ଦିଲ୍ଲୀ…