କୁକୁର କାହିଁକି ରାତିରେ କାନ୍ଦେ ଆସନ୍ତୁ ଜାଣିବା..
ଭୁବନେଶ୍ବର : ଆମମାନେ ଭାବିଥାଉ କୁକୁର କାନ୍ଦିଲାମାନେ କିଛି ଅଶୁଭ ହେବ ଅବା କୁକୁର ଭୂତପ୍ରେତ ଦେଖି କାନ୍ଦୁଛି । ବାସ୍ତବରେ କୁକୁରମାନେ ରାତିରେ କାହିଁକି କାନ୍ଦନ୍ତି ଆସନ୍ତୁ ଜାଣିବା..
-କୁକୁରମାନେ ରାତିରେ ଭୁକନ୍ତି ଏହାର ଅର୍ଥ ହେଲା ସେମାନେ କୌଣସି ଖବର ସଂପର୍କରେ ଜଣାଇବା ପାଇଁ…