ଡଲାର୍ ଡରାଉଛି ଟଙ୍କାକୁ
ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର”
ଭାରତବର୍ଷର ଅର୍ଥନୀତିକୁ ଯେଉଁଦିନଠାରୁ କଳାଟଙ୍କାର କ୍ୟାନ୍ସର୍ ଗ୍ରାସକଲା, ସେଇଦିନଠାରୁ ଆରମ୍ଭ ହେଲା ଭାରତୀୟମାନଙ୍କର ଭାଗ୍ୟବିପର୍ଯ୍ୟୟର କାଳରାତ୍ରି ! ଆମର ସ୍ୱାଧୀନତା ବା ମୁକ୍ତିର ମଧ୍ୟରାତ୍ରିକୁ ନିହାତି ନିଷ୍ପ୍ରଭ କରିସାରିଛି ଏ…