Latest Odisha News

BREAKING NEWS

Browsing Tag

Dr Sanjay Kumar Panda

ପରଲୋକରେ ବରିଷ୍ଠ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜୟ ପଣ୍ଡା

କଟକ: କଟକ ସ୍ଥିତ ଆଚାର୍ଯ୍ୟ ହରିହର ରିଜିଓନାଲ କ୍ୟାନସର ସେଣ୍ଟରର ଲୋକପ୍ରିୟ ବରିଷ୍ଠ ଡାକ୍ତର ସଞ୍ଜୟ ପଣ୍ଡା । ୪୯ ବର୍ଷ ବୟସରେ ଚେନ୍ନାଇର ରିଲା ହସ୍ପିଟାଲରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ସେ ରୁଟିନ୍ ଚେକ ଅପ୍ ପାଇଁ ଯାଇଥିଲେ । ନିକଟରେ କରୋନା ସଂକ୍ରମିତ ହୋଇଥିଲେ ଡାକ୍ତର ପଣ୍ଡା ।…