Latest Odisha News
Browsing Tag

drainge system

ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥା , ବଢୁଛି ଅସନ୍ତୋଷ

ଯାଜପୁର: ବିପର୍ଯ୍ୟସ୍ତ ହୋଇପଡ଼ିଛି ଡ୍ରେନେଜ୍ ବ୍ୟବସ୍ଥା । ଅଧିକାଂଶ ଡ୍ରେନ ଖୋଲା ମେଲାରେ ପଡି ରହିଛି । କେଉଁଠି ପାଇପରୁ ପାଣି ଲିକ ହୋଇ ରାସ୍ତାରେ ଜମୁଛି ତ ଆଉ କେଉଁଠି ସାମାନ୍ୟ ବର୍ଷାରେ ସୃଷ୍ଟି ହୁଏ ବନ୍ୟା ପରିସ୍ଥିତି । ଖୋଲା ଡ୍ରେନରେ ପ୍ରତିଦିନ ଛୋଟ ମୋଟ ଦୁର୍ଘଟଣା ଘଟୁଥିଲେ ବି ପୌର…