Latest Odisha News
Browsing Tag

driver death

କେନାଲରୁ ମିଳିଲା ଡ୍ରାଇଭରଙ୍କ ମୃତଦେହ

କାମାକ୍ଷାନଗର: କାର ସହ ଡ୍ରାଇଭରର ମୃତଦେହ ଉଦ୍ଧାର । ଦୁଇ ଦିନ ଧରି ନିଖୋଜ ଥିଲେ ଡ୍ରାଇଭର । ଶନିବାର ଠାବ ହେଲା ମୃତଦେହ । ଏପରି ଘଟଣା ସାମ୍ନାକୁ ଆସିଛି ଢେଙ୍କାନାଳ କାମାକ୍ଷାନଗର କୁଲେଇ ଗାଁ ନିକଟ ରେଙ୍ଗାଳି ବାମ କେନାଲରେ । ପରଜଙ୍ଗ ଥାନା ଝରଣାବାହାଳ ଗାଁର ଅନନ୍ତ ସିଂ ଗତ ୪ ତାରିଖରୁ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଡ୍ରାଇଭର ଜୀବନ୍ତ ଦଗ୍ଧ

କାମାକ୍ଷାନଗର : ପାଉଁଶ ବୋଝେଇ ହାଇୱା ଟ୍ରକକୁ ପଛରୁ ଧକ୍କା ଦେଲା ଟ୍ରକ, ଡ୍ରାଇଭର ଜୀବନ୍ତ ଦଗ୍ଧ । ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲପାଳ ପଥପ୍ରାନ୍ତ ସେବା କେନ୍ଦ୍ର ସମ୍ମୁଖରେ ଘଟିଛି ଦୁର୍ଘଟଣା । ପାଉଁଶ ବୋଝେଇ ହାଇୱା ଟ୍ରକ ପଛ ପାଖରୁ ପାଉଁଶ ବୋଝେଇ ହାଇୱା ଟ୍ରକ ଧକ୍କା…