Latest Odisha News

BREAKING NEWS

Browsing Tag

Drowned

ପଣ୍ୟବାହୀ ଜାହାଜରେ ଥିଲା ୭୫୦ ଟନ୍ ଡିଜେଲ୍‌, ମଝି ସମୁଦ୍ରରେ ବୁଡିଗଲା

ଭୁବନେଶ୍ୱର: ପରିବେଶ ବିପର୍ଯ୍ୟର ଜ୍ୱଳନ୍ତ ଉଦାହରଣ । ଏକ ପଣ୍ୟବାହୀ ଜାହାଜରେ ରପ୍ତାନୀ ହେଉଥିଲା ୭୫୦ ଟନ୍ ଡିଜେଲ୍ । ହେଲେ ଆଜି ମଝି ସମୁଦ୍ରରେ ଜାହାଜଟି ବୁଡିଯିବା ପରେ ପରିବେଶବିତ୍ ଚିନ୍ତାରେ ପଡିଛନ୍ତି । ଜେଲୋ ନାମକ ଏକ ଜାହାଜ ଡିଜେଲ୍ ଧରି ଇଜିପ୍ଟରୁ ମାଲଟା ଅଭିମୁଖେ ବାହାରିଥିଲା ।…

ଚେକ୍ ଡ୍ୟାମ୍‌ରେ ବୁଡି ୨ ବର୍ଷୀୟା ଶିଶୁକନ୍ୟାର ମୃତ୍ୟୁ

ଢେଙ୍କାନାଳ: ଅକାତ ପାଣିରେ ବୁଡି ଜଣେ ୨ ବର୍ଷୀୟା ଶିଶୁକନ୍ୟାର ମୃତ୍ୟୁ ଖବର ଢେଙ୍କାନାଳରେ ଶୋକର ଛାୟା ଖେଳାଇଛି । କୁସୁମୁଣ୍ଡିଆ ଗାଁରେ ଥିବା ଚେକ୍ ଡ୍ୟାମରେ ବୁଡି ପ୍ରାଣ ହରାଇଥିବା ଶିଶୁଟି ନରେଶ ମୁଣ୍ଡାଙ୍କ ଝିଅ ଶ୍ରୁତିରେଖା ମୁଣ୍ଡା । ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୧୨ଟା…

କୋଏଲ ନଦୀରେ ଭାସିଗଲେ ୬ ନାବାଳକ, ୩ ମୃତ 

ରାଉରକେଲା: କୋଏଲ ନଦୀ ବୈକୁଣ୍ଠ ଘାଟରେ ବଡ଼ ଅଘଟଣ । ଗାଧୋଉଥିବା ବେଳେ ସେକ୍ଟର-୨୦ ନିକଟରେ ୬ ଜଣ ନାବାଳକ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ପକ୍ଷରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ୩ ନାବାଳକଙ୍କୁ…

ଜଳପ୍ରପାତରେ ଗାଧୋଇବା ବେଳେ ଅଘଟଣ, ବୁଡିଗଲେ ୨ ଯୁବକ

ରାଉରକେଲା: କାଳ ହେଲା ଜଳପ୍ରପାତରେ ଗାଧୋଇବା । ବୁଡିଗଲେ ଦୁଇ ଯୁବକ । ରାଉରକେଲା ଗୁରୁଣ୍ଡିଆ ବାଦଲଗିରି ଜଳପ୍ରପାତରେ ଘଟିଛି ଏଭଳି ଅଘଟଣ । ସୂଚନା ମୁତାବକ ଆଜି ରାଉରକେଲାରୁ ୪ଟି ସ୍କୁଟିରେ ୮ଜଣ ଯୁବକ ଗାଧୋଇବା ପାଇଁ ଗୁରୁଣ୍ଡିଆ ବାଦଲଗିରି ଜଳପ୍ରପାତକୁ ଯାଇଥିଲେ । ଏହି ସସମୟରେ୨ଜଣ ଯୁବକ…