ସକାଳେ ସିମେଣ୍ଟ ସନ୍ଧ୍ୟାରେ ନକଲି ସସ୍ କାରଖାନା ଉପରେ ଚଢଉ
କଟକ : ନକଲି କାରଖାନାର ହବ ପାଲଟିଛି କଟକ ସହର । ଗତ କିଛି ଦିନ ହେଲା କେତେବେଳେ ହଦଳିଗୁଣ୍ଡ ତ ପୁଣି କେବେ ସୋୟା ବଡ଼ି, ନକଲି ଘିଅ ଆଉ ଟମାଟୋ ସସ୍ । ଏପରିକି ଆଜି ସକାଳେ ନକଲି ସିମେଣ୍ଟ କାରଖାନା ଠାବ ହୋଇଥିଲା । ଆଉ ସନ୍ଧ୍ୟାରେ ମଧୁପାଟଣା ଅଞ୍ଚଳରେ ନକଲି ସସ୍ ତିଆରି କାରଖାନା ଉପରେ ଚଢ଼ାଉ…