Latest Odisha News

BREAKING NEWS

Browsing Tag

Duplicate

[ଦେଖନ୍ତୁ ଭିଡିଓ] ରାଇଙ୍କ ମୃତ୍ୟୁ ଦୁଃଖରେ ଖାଦ୍ୟ ଛାଡ଼ି ଦେଲେଣି କୁନି ରାଇମୋହନ

ଯାଜପୁର: କୁନି ରାଇମୋହନ । ଭାବ ଭଙ୍ଗୀ ଆଉ ଡାଇଲଗ୍… ସବୁ ରାଇମୋହନଙ୍କ ଭଳି । ଚର୍ଚ୍ଚିତ ଖଳନାୟକ ରାଇମୋହନ ପରିଡ଼ା ଆଉ ନାହନ୍ତି, କିନ୍ତୁ ଛାଡ଼ି ଯାଇଛନ୍ତି ଛାପ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଚାଉଁତରା ଗାଁର ଗୌରାଙ୍ଗ ବାରିକ । ନିଜ ପ୍ରିୟ କଳାକାରଙ୍କ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି…

ଶାହରୁଖଙ୍କ ଡୁପ୍ଲିକେଟକୁ ନେଇ ଆଗେଇ ଚାଲିଛି ଫିଲ୍ମ ସୁଟିଂ

ମୁମ୍ବାଇ: ଆର୍ଯ୍ୟନଙ୍କ ଡ୍ରଗ୍ସ ମାମଲାରେ ଚିନ୍ତାରେ ପଡିଛନ୍ତି କିଙ୍ଗଖାନ ଶାହରୁଖ । ବିଦେଶରେ ଫିଲ୍ମର ସୁଟିଂ ଛାଡି ଏବେ କିଙ୍ଗଖାନ ଭାରତରେ ରହିବାକୁ ବାଧ୍ୟ ହୋଇଛନ୍ତି । ଫଳରେ ଫିଲ୍ମ ପଠାନର ସୁଟିଂ ସ୍ଥଗିତ ଥିବାବେଳେ ଅନ୍ୟ ଏକ ଫିଲ୍ମର ସୁଟିଂ ଶାହରୁଖଙ୍କ ଡୁପ୍ଲିକେଟକୁ ନେଇ ଆଗେଇ ଚାଲିଛି…

ବ୍ରହ୍ମପୁରରେ ନକଲି କୋଲ୍ଡ ଡ୍ରିଙ୍କସ୍ କାରଖାନା ଠାବ 

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ନକଲି କୋଲ୍ଡ ଡ୍ରିଙ୍କସ୍ କାରଖାନା ଠାବ । ଜିଲ୍ଲା ସଦର ଥାନା ପକ୍ଷରୁ ସୁକୁଣ୍ଡା ଗାଁରେ ଚଢାଉ କରାଯିବା ବେଳେ ନକଲି କୋଲ୍ଡ ଡ୍ରିଙ୍କସ୍ କାରଖାନା ଠାବ କରାଯାଇଛି । ଚଢାଉ ବେଳେ ବିପୁଳ ପରିମାଣର ନକଲି କୋଲ୍ଡ ଡ୍ରିଙ୍କସ୍ ଜବତ କରିଛି ପୋଲିସ । ଏହାସହ ଲକ୍ଷ…