ଡିଜିଟାଲ୍ ହେବ ରାଜ୍ୟ କ୍ୟାବିନେଟ୍
ଭୁବନେଶ୍ୱର: ଡିଜିଟାଲ୍ ହୋଇଯିବ ରାଜ୍ୟ କ୍ୟାବିନେଟ୍ । ଏହା ‘ଇ-କ୍ୟାବିନେଟ୍’ ହେବା ସହ ସମସ୍ତ ବୈଠକ ଓ ନଥିର ଡିଜିଟାଲ ରେକର୍ଡ ରହିବ । ଯାହା ଭବିଷ୍ୟତ ପାଇଁ ଭାରି ସହଯୋଗୀ ହେବ । ପୁରୁଣା କ୍ୟାବିନେଟ ରେକର୍ଡ ଖୋଜିବା ସରଳ ହୋଇଯିବ ।
ଡିଜିଟାଲ ଇଣ୍ଡିଆ ଅଭିଯାନରେ ଓଡ଼ିଶା ସରକାର ଓ ଏନଆଇସି…