ଗଞ୍ଜାମ ଜିଲ୍ଲାରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୮
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଭୂମିକମ୍ପ । ଆଜି ସକାଳ ୭ଟା ୧୦ ମିନିଟରେ ମୃଦୁ କମ୍ପନ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୩.୮ । ବ୍ରହ୍ମପୁରଠାରୁ ୭୩ କିଲୋମିଟର ପଶ୍ଚିମ ଦକ୍ଷିଣ-ପଶ୍ଚିମ ଦିଗରେ ଥିଲା ଭୂମିକମ୍ପର କେନ୍ଦ୍ରସ୍ଥଳ ।
ସ୍ୱଳ୍ପ ସମୟ ପାଇଁ ଥରିଥିଲା ଗଞ୍ଜାମ…