Latest Odisha News
Browsing Tag

eid

କୋଭିଡ୍ କଟକଣାରେ ପାଳନ ହେଲା ପବିତ୍ର ଇଦ ପର୍ବ

କେନ୍ଦ୍ରାପଡା: କରୋନା ମହାମାରୀର ଦ୍ୱିତୀୟ ଲହରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଦତ୍ତ କୋଭିଡ୍ କଟକଣାକୁ ସମ୍ମାନ ଜଣାଇଛନ୍ତି କେନ୍ଦ୍ରାପଡାର ଇସଲାମ ଧର୍ମୀ । କୋଭିଡ୍ କଟକଣା ଅନୁଯାୟୀ କେନ୍ଦ୍ରାପଡା ସହରରେ ପବିତ୍ର ଇଦ ପର୍ବ ପାଳନ କରିଛନ୍ତି ମୁସଲିମ୍ ସମ୍ପ୍ରଦାୟ । ଗୋଟିଏ ମାସ…

ଓଡ଼ିଶାରେ ୧୪ରେ ପାଳନ ହେବ ‘ଇଦ୍‌’

କଟକ : ଓଡିଶାରେ ଆସନ୍ତା ୧୪ ତାରିଖରେ ପାଳନ ହେବ ପବିତ୍ର ‘ଇଦ୍‌’ ପର୍ବ । ଏନେଇ ଘୋଷଣା କରିଛି ଅଞ୍ଜୁମାନ ଇସଲାମିଆ ଏହଲେ ସୁନତ୍ ଅଲ୍ ଜମାତ ଚାନ୍ଦ କମିଟି । ଆଜି ଦେଶର କୌଣସି ସ୍ଥାନରେ ଚାନ୍ଦ ଦେଖାଯାଇ ନ ଥିବାରୁ ଆସନ୍ତା ଶୁକ୍ରବାର ଦିନ ଇଦ୍ ପର୍ବ ପାଳନ କରାଯିବ ବୋଲି କମିଟି ପକ୍ଷରୁ…