ଦଳୀୟ ନାଁ ଓ ସଙ୍କେତ କିଣିବା ଘଟଣାକୁ ନେଇ ବଡ ଖୁଲାସା: ୨୦୦୦ କୋଟି ଟଙ୍କାର ଚୁକ୍ତି ହୋଇଥିବା କହିଲେ ସଞ୍ଜୟ ରାଉତ
ମ୍ବାଇ: ନିର୍ବାଚନୀ ଚିହ୍ନ ଏବଂ ଦଳର ନାମକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତି ପଡୁଛି ଉଠୁଛି । ଏହାକୁ ନେଇ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଧେ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଶିବସେନା ନିର୍ବାଚନ ଚିହ୍ନ ଧନୁତୀରକୁ ନେଇ ଉଦ୍ଧବ ବାଲାସାହେବ ଠାକ୍ରେ ଗୋଷ୍ଠୀର ନେତା ସଞ୍ଜୟ ରାଉତ ରବିବାର…