Latest Odisha News

BREAKING NEWS

Browsing Tag

Electric Scooter

ଲଞ୍ଚ ହେଲା ନୂଆ ବଜାଜ ଚେତକ ଇଲେକ୍ଟ୍ରିକ୍ ସ୍କୁଟର; ଜାଣନ୍ତୁ ପ୍ରାଇସ, ଫିଚର କ’ଣ ରହିଛି..

ନୂଆଦିଲ୍ଲୀ: ଦୁଇ ଚକିଆ ଯାନ ନିର୍ମାତା ବଜାଜ ଅଟୋ,ନୂଆ ଜେନେରେସନ ବଜାଜ ଚେତକ ଇଲେକ୍ଟ୍ରିକ ସ୍କୁଟରକୁ ଲଞ୍ଚ କରିଛି, ଏଥିରେ ନୂଆ ଫିଚର ରହିଛି | ତିନୋଟି ମଡେଲରେ ନ୍ୟୁ ଚେତକ ମାର୍କେଟକୁ ଆସିଛି | ବର୍ତ୍ତମାନ କମ୍ପାନୀ କେବଳ ମିଡ-ଭେରିଆଣ୍ଟ (୧.୨୦ ଲକ୍ଷ ଟଙ୍କା) ଏବଂ ଟପ୍-ସ୍ପେକ୍ ଭର୍ସନ…

ଇଭି ସବସିଡି ବଢ଼ାଇଲେ ରାଜ୍ୟ ସରକାର, ୨ ଚକିଆ କିଣିଲେ ୨୦ ହଜାର ଛାଡ଼

ଭୁବନେଶ୍ୱର: ଇଲେକ୍ଟ୍ରିକ୍ ଭେଇକିଲ୍ (ବ୍ୟାଟେରି ଚାଳିତ ଯାନ) ବିକ୍ରି ବୃଦ୍ଧି ପାଇଁ ସବସିଡି ବଢ଼ାଇଛନ୍ତି ରାଜ୍ୟ ସରକାର । ଏନେଇ ଆଜି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପୂର୍ବାପେକ୍ଷା ଇଭି ଗାଡ଼ି କିଣୁଥିବା ଲୋକେ ଏବେ ଅଧିକ…

ଫାଟିଗଲା ବ୍ୟାଟେରି, ବଜାରରେ ଜଳିଗଲା ଇଲେକ୍ଟ୍ରିକ ସ୍କୁଟର

ସୋନପୁର: ପେଟ୍ରୋଲ୍ ଓ ଡିଜେଲର ଚଢ଼ା ଦାମ ଯୁଗରେ ଇ-ଗାଡ଼ି ପ୍ରତି ଚାହିଦା ବଢ଼ୁଛି । ଇଲେକ୍ଟ୍ରିକ୍ ଭେଇକିଲ୍ ପ୍ରତି ଚାହିଦା ବଢ଼ୁଥିବା ବେଳେ ବିଭିନ୍ନ ସମୟରେ ଜଳି ଯାଉଛି ବ୍ୟାଟେରି ଚାଳିତ ଗାଡ଼ି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ମଧ୍ୟ ଏକ ଇଲେକ୍ଟ୍ରିକ୍ ସ୍କୁଟର ଜଳି ଯାଇଛି ।…

ଦୀପାବଳିରେ କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍ ସ୍କୁଟର ଉପହାର ଦେଲା କମ୍ପାନୀ

ସୁରଟ: ଦୀପାବଳିରେ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ଉପହାର ଦେଇଥାନ୍ତି। ଏହି ମଧ୍ୟରେ ଗୁଜୁରାଟ ସୁରଟର ଏକ କମ୍ପାନୀ ତାର କର୍ମଚାରୀମାନଙ୍କୁ ଦୀପାବଳି ଉପହାର ସ୍ୱରୂପ ଇଲେକ୍ଟ୍ରିକ ସ୍କୁଟର ଦେଇଛନ୍ତି। ୩୫ଜଣ କର୍ମଚାରୀଙ୍କୁ ଏହା ପ୍ରଦାନ କରାଯାଇଛି। ତୈଳ ଦର ଦିନକୁ ଦିନ ବୃଦ୍ଧି ହେବା ସହ…