Latest Odisha News

BREAKING NEWS

Browsing Tag

ElonMusk

ପୁଣି ୨୦୦ କର୍ମଚାରୀଙ୍କୁ ଛଟେଇ କଲା ଟୁଇଟର

ୱାଶିଂଟନ: ପୁଣି ଟୁଇଟରରେ କର୍ମଚାରୀ ଛଟେଇ । ଶନିବାର ପ୍ରାୟ ୨୦୦ କର୍ମଚାରୀଙ୍କୁ ଛଟେଇ କରିଛି ଟୁଇଟର । ଟୁଇଟରରେ କାମ କରୁଥିବା ପ୍ରାୟ ୨୦୦୦ କର୍ମଚାରୀଙ୍କର ଏହା ୧୦ ପ୍ରତିଶତ ଅଟେ । ଏଲନ ମସ୍କ ଗତବର୍ଷ ଅକ୍ଟୋବରରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ଅଧିଗ୍ରହଣ କରିଥିଲେ । ବର୍ତ୍ତମାନ…

ଗୋଟିଏ ମେଲ ହଜେଇ ଦେଇଛି ଟୁଇଟର କର୍ମଚାରୀଙ୍କ ନିଦ

ନୂଆଦିଲ୍ଲୀ:ଟୁଇଟର କର୍ମଚାରୀଙ୍କ ହୃଦସ୍ପନ୍ଦନ ବଢେଇ ଦେଇଛି ଗୋଟିଏ ମେଲ । ଆଜି ମଧ୍ୟାହ୍ନରେ ପ୍ରତ୍ୟେକ କର୍ମଚାରୀଙ୍କ ପାଖକୁ ଏହି ମେଲ ଆସିଛି । ଏଥିରେ ସିଧା ସିଧା କୁହାଯାଇଛି ଯେ, ଯେତେ ଶିଘ୍ର ପାରୁଛ ନିଜ ଅଫିସର କାମ ସାର । ସଂନ୍ଧ୍ୟା ସୁଦ୍ଧା ନିଜର ଜିନିଷପତ୍ର ଧରି ଡ୍ୟୁଟି ସରିବା ପରେ…

ସ୍ଥାୟୀ ନୁହେଁ ଟୁଇଟର ବ୍ଲୁ ଟିକ, ୬ଟି କାରଣ ପାଇଁ ବିନା ନୋଟିସରେ ହଟିଯାଇପାରେ

ନୂଆଦିଲ୍ଲୀ: ଟ୍ୱିଟର ଆକାଉଣ୍ଟରେ ଥିବା ବ୍ଲୁ ଟିକ (Blue Tick)କୁ ନେଇ ସାମ୍ନାକୁ ଆସିଲା ନୂଆ ତଥ୍ୟ । ବ୍ଲୁଟି ଯାହାକୁ ଆମେ ଭେରିଫାଏଡ ଆକାଉଣ୍ଟର ପ୍ରମାଣ ବୋଲି ଗ୍ରହଣ କରି ନେଇଥୁଲୁ ତାହା ସବୁଦିନ ପାଇଁ ରହିବ ନାହିଁ । ବିନା ନୋଟିସରେ କେତେବେଳେ କେଉଁ ମୁହୂର୍ତ୍ତରେ ଆପଣଙ୍କ ଆକାଉଣ୍ଟରୁ…

ଟ୍ବିଟର କାରଣରୁ ଏଲନ ମସ୍କଙ୍କ ଟେସଲା କମ୍ପାନୀରେ ହେଉଛି କ୍ଷତି

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାକୁ ଆସିଲେ ଏଲନମସ୍କ। ଟ୍ବିଟରର ପ୍ରଭାବ ପଡ଼ିଲା ଇଲେକଟ୍ରିକ୍‌ କାର୍‌ କମ୍ପାନୀ ଟେସଲା ଉପରେ। ପୂର୍ବରୁ ଟ୍ବିଟରର କର୍ମଚାରୀଙ୍କୁ ଛଟେଇ କରିବା ନେଇ ଚର୍ଚ୍ଚାରେ ରହିଥିବା ବେଳେ ।ଏନେଇ ଟେସଲାର ସମ୍ପତ୍ତି ହ୍ରାସ ନେଇ ଚର୍ଚ୍ଚାରେ ରହିଛନ୍ତି । ତେବେ ଟେସଲାରେ ଏଲନ…