କୋରାପୁଟରେ ପ୍ରବଳ ବର୍ଷାର ପୂର୍ବାନୁମାନ; ଜାରି ହେଲା ସତର୍କ ସୂଚନା
କୋରାପୁଟ: ବଙ୍ଗୋପସାଗରରେ ସୃଷ୍ଟ ଆଉ ଏକ ଲଘୁଚାପ ପ୍ରଭାବରେ ଅକ୍ଟୋବର ୧୯ ଏବଂ ୨୦ ରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କୋରାପୁଟ ଓ ଗଂଜାମ ଜିଲ୍ଲା ପ୍ରଶାସନ ନିଜକୁ ପ୍ରସ୍ତୁତ କରିଛନ୍ତି।
ଶନିବାର ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ପ୍ରସ୍ତୁତି ବୈଠକରେ…