ସରକାରୀ ଜମିକୁ ନେଇ ଗୁଳିମାଡ଼, ଯୁବକ ମୃତ
ରାଉରକେଲା: ସରକାରୀ ଜମି ଜବର ଦଖଲକୁ ନେଇ ଗୁଳି ଫୁଟିଲା, ଜୀବନ ଗଲା । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଝିରିପାଣି ଥାନା ଝରିଆଟୋଲା ବସ୍ତିରେ । ରବିବାର ସକାଳେ ଅଞ୍ଚଳରେ ଖାଲି ପଡ଼ିଥିବା ସରକାରୀ ଜମି କବଜା କରିବାକୁ ଯାଇ ଗଣ୍ଡଗୋଳ ହୋଇଥିଲା ।
ଅଞ୍ଚଳନରୁ ଚୁନୁ ଓରାମ ନାମକ ଯୁବକ…