ଶରଦ ପାୱାରଙ୍କ ସର୍ଜରୀ ସଫଳତାର ସହ ଶେଷ, ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ସୂଚନା
ମୁମ୍ବାଇ: ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କ ସଜୟରୀ ସଫଳତାର ସହ ଶେଷ ହୋଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ଗତକାଲି ବିଳମ୍ୱିତ ରାତିରେ ଏହି ସର୍ଜରୀ ହୋଇଥିଲା ।
ପାଓ୍ୱାରଙ୍କ ଗଲବ୍ଲାଡରରେ ଷ୍ଟୋନ ହୋଇଥିଲା । ତେବେ ସଫଳତାର ସହ ଏହାକୁ ବାହାର କରାଯାଇଛି ବୋଲି…