ଆଜିଠୁ ଯୁକ୍ତ ଦୁଇ ଖାତାଦେଖା
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ମୂଲ୍ୟାୟନ । ୬୪ଟି କେନ୍ଦ୍ରରେ ଅଫ୍ଲାଇନରେ ଓ ୩୭ଟି କେନ୍ଦ୍ରରେ ଅନ୍ଲାଇନରେ ମୂଲ୍ୟାୟନ ହେବ । ୨ଟି ପର୍ଯ୍ୟାୟରେ ଖାତାଦେଖା ହେବ । ଜୁନ ୨ରୁ ଜୁନ ୧୨ ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟରେ ଜୁନ ୧୩ରୁ ଜୁନ ୨୨ଯାଏ ଚାଲିବ ମୂଲ୍ୟାୟନ ।…