ସିବିଏସ୍ଇ ପରୀକ୍ଷା ଫଳ ତାରିଖ ଘୋଷଣା
ଭୁବନେଶ୍ୱର: ସିବିଏସ୍ଇ ପରୀକ୍ଷା ଫଳାଫଳ ତାରିଖ ଘୋଷଣା ହୋଇଛି । ଆସନ୍ତା ୧୧ ଓ ୧୩ରେ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇବ। ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ଆଗାମୀ ଜୁଲାଇ ୧୩ ତାରିଖରେ ପ୍ରକାଶ ପାଇବ । ଏଥିସହ ଦ୍ୱାଦଶ ଶ୍ରେଣୀର ଫଳାଫଳ ଆସନ୍ତା ୧୧ ତାରିଖରେ ପ୍ରକାଶ ପାଇବା ନେଇ…