Latest Odisha News

BREAKING NEWS

Browsing Tag

Explosion

ଆସାମରେ ଓଏନଜିସି ପାଇପ୍‌ଲାଇନ୍‌ରେ ଭୟାବହ ଅଗ୍ନିକାଣ୍ଡ

ଗୌହାଟୀ: ଆସାମ ତିନସୁକିଆ ସ୍ଥିତ ଓଏନଜିସି ପାଇପ୍‌ଲାଇନ୍‌ରେ ଭୟାବହ ଅଗ୍ନିକାଣ୍ଡ । ସୂଚନା ଅନୁସାରେ, ତିନସୁକିଆ ବାଘଜାନ୍ ଅଞ୍ଚଳରେ ଥିବା ଓଏନଜିସି ପାଇପ୍‌ଲାଇନ୍‌ରେ ସୋମବାର ଦିନ ହଠାତ୍ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ବୁଲ୍ ଲାଇନ୍ (ଯେଉଁଠୁ ପାଇପ୍ ଅନ୍ୟ ଦିଗକୁ ମୋଡ଼ି ଥାଏ)…

ବିସ୍ଫୋରଣରେ ଥରିଲା ଲେବାନନ୍ ରାଜଧାନୀ, ଦେଖନ୍ତୁ ଭିଡିଓ

ବେରୁତ: ଲେବାନନ ରାଜଧାନୀରେ ଭୟଙ୍କର ବିସ୍ଫୋରଣ । ଦୁଇ ଦୁଇଟି ବିସ୍ଫୋରଣରେ ଥରିଲା ବେରୁତ । ଲେବାନନ ରାଜଧାନୀ ଆକାଶରେ ନିଆଁ ଓ ଧୂଆଁର ଆସ୍ତରଣ ଦେଖିବାକୁ ମିଳିଥିଲା । କୁହାଯାଇଛି ବିସ୍ଫୋରଣରେ ସହରରେ ବହୁ ବଡ଼ ବଡ଼ କୋଠା କ୍ଷତିଗ୍ରସ୍ତ ହୋଇଛି । ଗୋଟିଏ ବିସ୍ଫୋରଣ ବନ୍ଦର ଅଞ୍ଚଳରେ ଓ ଆଉ…

ତାମିଲନାଡୁର ଥର୍ମାଲ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ, ୪ମୃତ, ୧୩ ଗୁରୁତର

ଚେନ୍ନାଇ: ତାମିଲନାଡୁ କୁଡ୍ଡାଲୋର ଜିଲ୍ଲାରେ ଥିବା ନେୟଭେଲି ଥର୍ମାଲ ପାୱାର ପ୍ଲାଂଟର ବୟଲର ବିସ୍ଫୋରଣ ହୋଇଛି । ଏଥିରେ ଘଟଣାସ୍ଥଳରେ ୪ ଜଣଙକ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୧୩ରୁ ଅଧିକ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ପ୍ଲାଂଟରେ…

ରାଜଧାନୀରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଫାଟି ୨ ଗୁରୁତର

ଭୁବନେଶ୍ୱର : ଭୁବନେଶ୍ୱର ଇନଫୋସିଟି ଥାନା ନିକଟସ୍ଥ ଅଞ୍ଚଳରେ ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ବିସ୍ଫୋରଣ ଘଟିବା ଫଳରେ ୨ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ୨ ଜଣଙ୍କ ନାମ ଶୁଭାଶିଷ ସାହୁ ଓ ଅଜୟ ନାୟକ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଏହି ୨ ୍ଜଣ ବ୍ୟକ୍ତି କୌଣସି…

ପୁରୀ ବାଣ କାରଖାନା ବିସ୍ଫୋରଣରେ ଜଣେ ମୃତ, ୨ ଆହତ

ପୁରୀ : ପୁରୀ ଜିଲ୍ଲା କମାଶାସନ ଗ୍ରାମରେ ଶୁକ୍ରବାର ଦିନ ଏକ ବାଣ ନିର୍ମାଣ କାରଖାନାରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହେବା ସହ ୪ଜଣ ଆହତ ହୋଇଛନ୍ତି । ଏହି ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାମ ରଜଶ ପରିଡା ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରଜଶଙ୍କ ଘରେ…