Latest Odisha News

BREAKING NEWS

Browsing Tag

Explosion

ତାମିଲନାଡୁର ଥର୍ମାଲ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ, ୪ମୃତ, ୧୩ ଗୁରୁତର

ଚେନ୍ନାଇ: ତାମିଲନାଡୁ କୁଡ୍ଡାଲୋର ଜିଲ୍ଲାରେ ଥିବା ନେୟଭେଲି ଥର୍ମାଲ ପାୱାର ପ୍ଲାଂଟର ବୟଲର ବିସ୍ଫୋରଣ ହୋଇଛି । ଏଥିରେ ଘଟଣାସ୍ଥଳରେ ୪ ଜଣଙକ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୧୩ରୁ ଅଧିକ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ପ୍ଲାଂଟରେ…

ରାଜଧାନୀରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଫାଟି ୨ ଗୁରୁତର

ଭୁବନେଶ୍ୱର : ଭୁବନେଶ୍ୱର ଇନଫୋସିଟି ଥାନା ନିକଟସ୍ଥ ଅଞ୍ଚଳରେ ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ବିସ୍ଫୋରଣ ଘଟିବା ଫଳରେ ୨ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଆହତ ୨ ଜଣଙ୍କ ନାମ ଶୁଭାଶିଷ ସାହୁ ଓ ଅଜୟ ନାୟକ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଏହି ୨ ୍ଜଣ ବ୍ୟକ୍ତି କୌଣସି…

ପୁରୀ ବାଣ କାରଖାନା ବିସ୍ଫୋରଣରେ ଜଣେ ମୃତ, ୨ ଆହତ

ପୁରୀ : ପୁରୀ ଜିଲ୍ଲା କମାଶାସନ ଗ୍ରାମରେ ଶୁକ୍ରବାର ଦିନ ଏକ ବାଣ ନିର୍ମାଣ କାରଖାନାରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହେବା ସହ ୪ଜଣ ଆହତ ହୋଇଛନ୍ତି । ଏହି ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାମ ରଜଶ ପରିଡା ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରଜଶଙ୍କ ଘରେ…