ଏହି ଫେସ୍ ଯୋଗ କଲେ ସ୍କିନ ହେବ ଟାଇଟ
ଭୁବନେଶ୍ବର: ଯୋଗ ଦ୍ବାରା ଚର୍ମରେ ପଡୁଥିବା କୁଞ୍ଚକୁ ରୋକି ପାରିବେ ଓ ସ୍କିନ ଟାଇଟ୍ କରି ପାରିବେ । ଫଳରେ ବୟସ ବଢିବା ଯୋଗୁଁ ସ୍କିନରେ ପଡୁଥିବା କୁଞ୍ଚ ଦୂର ହେବ ଏବଂ ଆପଣ ୟଙ୍ଗ ଦେଖାଯିବେ । ଆସନ୍ତୁ ଶିଖିବା ଏହି ଫେସ୍ ଯୋଗ ।
ବେଲୁନ୍ ପୋଜ୍ - ଚକାମାଡି ବସି ପଡନ୍ତୁ । ଓଠ ଉପରେ ଦୁଇଟି…