ତାଲିବାନକୁ ବ୍ୟାନ୍ କଲା ଫେସ୍ବୁକ୍
କାବୁଲ: ଆଫଗାନିସ୍ତାନ ଉପରେ ଏବେ ତାଲିବାନର ରାଜ୍। ଏଭଳି ଏକ ସଙ୍କଟ ସମୟରେ ତାଲିବାନ ସରକାରକୁ କେତେକ ଦେଶ ସ୍ବୀକୃତି ଦେଇନଥିବା ବେଳେ କିଛି ତାଲିବାନ ସହ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ରଖିବା କଥା ଖୋଲାଖୋଲି ଭାବେ କହିସାରିଛନ୍ତି। ଫେସ୍ବୁକ୍ ମଙ୍ଗଳବାର ତାଲିବାନ ଉପରେ ପ୍ରତିବନ୍ଧକ…