ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ନୀଳମାଧବଙ୍କ କଥା
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଷୟରେ ସ୍କନ୍ଦ ପୁରାଣ ଏହି କଥା କହିଥାଏ। ଏକାମ୍ର କାନନଠାରୁ ତିନି ଯୋଜନ ଦକ୍ଷିଣରେ ଅବସ୍ଥିତ ଶ୍ରୀକ୍ଷେତ୍ର, ପ୍ରାଚୀନ କାଳରେ ବିଶ୍ୱାବସୁ ଶବରଙ୍କ ଦ୍ୱାରା…