Latest Odisha News

BREAKING NEWS

Browsing Tag

fact and philosophy of Srijagannath

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବିଶ୍ଵରୂପ ଦର୍ଶନ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ବ୍ରହ୍ମାଣ୍ଡର କର୍ତ୍ତାଙ୍କ ପ୍ରତ୍ୟେକଟି ଲୋମ କୂପରେ  ମାଲମାଳ ହୋଇ ବ୍ରହ୍ମାଣ୍ଡ  ବିରାଜମାନ କରୁଛି ।ଏହିସତ୍ୟ ଦ୍ୱାପର ଯୁଗରେ ବିଶ୍ଵରୂପ ଦର୍ଶନ ସମୟରେ ପ୍ରମାଣିତ ହୋଇଛି ।ଏପରି ବର୍ଣ୍ଣନା ମଧ୍ୟ…

ଭାଷା ଭାଗବତ : ବିଗିଡ଼ିନି କିଛି

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ  ତେ ଶବ୍ଦ ମୁଁ ପାରେଁ ବୁଝି ସେ ସବୁ ଲେଖିବାକୁ ରାଜି ଏଯାଏଁ ହୋଇ ପାରିନାହିଁ ତହୁଁ ସରଳତମ ନେଇ ଲେଖାରେ କରେଁ ବ୍ୟବହାର ଏହା ହିଁ ଅଭ୍ୟାସ ମୋହର ବୁଝେଁ ' କାଷ୍ଠ ' ଓ ଲେଖେଁ ' କାଠ ' ବୁଝେଁ ' ଓଷ୍ଠ ' ଓ ଲେଖେଁ ' ଓଠ '…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନାରାୟଣ ରୂପ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାରାୟଣ ସ୍ୱରୂପର ଅନେକ ବ୍ୟାଖ୍ୟା ଆମେ ପାଇଲେଣି କିନ୍ତୁ ଅଭିଧାନ ଅନୁସାରେ “ନାରା ” ଶବ୍ଦର ଅର୍ଥ ହେଉଛି ସଦ୍ୟଜାତ ବାଛୁରୀ ବା ଗୋବତ୍ସା, ଏହାଙ୍କ ସମ୍ବନ୍ଧିତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପର୍ବପର୍ବାଣି ଓ ଯାନିଯାତ୍ରା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସମସ୍ତ ପର୍ବପର୍ବାଣି ଓ ଯାନିଯାତ୍ରା  ମଧ୍ୟରେ ପ୍ରାଧାନ୍ୟ ବିସ୍ତାର କରିଥିବା ଦ୍ୱାଦଶ ଯାତ୍ରା ହେଉଛି, ସ୍ନାନଯାତ୍ରା , ରଥଯାତ୍ରା, .ଶୟନ, ଦକ୍ଷିଣାୟନ, ପାର୍ଶ୍ଵ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମୁକ୍ତିପଥ ମନ୍ତ୍ର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାରାୟଣ ନାମ ଆଲୋଚନାର ଅନ୍ୟ ଏକ ଦିଗକୁ ଆଜି ବିଶ୍ଳେଷଣ କରିବା, କାରଣ ଏହା କେବଳ ଏକ ନାମ ନୁହେଁ ଏହା ହେଉଛି ମୁକ୍ତିପଥ ମନ୍ତ୍ର। ଅଜାମିଳ ପ୍ରସଙ୍ଗ ଏହା ଆମକୁ ସ୍ପଷ୍ଟ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନରନାରାୟଣ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୦୧  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାରାୟଣ ନାମ ଉପରେ ଆଲୋଚନା ଜାରିରଖି, ନାରାର ଦ୍ଵିତୀୟ ଅର୍ଥ ନରଗଣ ବା ମନୁଷ୍ୟ ସମ୍ବନ୍ଧୀୟ ଅର୍ଥର ବିଶ୍ଳେଷଣ କରିବା। ଆମର ମହାନ ଗ୍ରନ୍ଥ ମହାଭାରତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନାରାୟଣଂ ନମସ୍କୃତ୍ୟଂ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀଜଗନ୍ନାଥଙ୍କୁ ଆରାଧନା କରିଲେ ନାରାୟଣଂ ନମସ୍କୃତ୍ୟଂ, କାରଣ ଶ୍ରୀଜଗନ୍ନାଥ ପୌଷମାସରେ ନାରାୟଣ ନାମ ଧାରଣ କରନ୍ତି। ଏହି ବିଶେଷ ନାମର ମାହାତ୍ମ୍ୟ ବା ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ କରି ମହର୍ଷି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶଙ୍ଖ ନାଭି ମଣ୍ଡଳ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ କ୍ଷେତ୍ର ମହାତ୍ମ୍ୟ ବର୍ଣ୍ଣନା କରିବା ସମୟରେ, ଇତିହାସର ଜଣେ ଅନନ୍ୟ ଭକ୍ତ ସାରିଆ ଭିକଙ୍କ କାଳଜୟୀ ରଚନା “ଥକା ମନ ଚାଲ ଯିବା, ଚକା ନୟନ ଦେଖିବା “କୁ ଉପସ୍ଥାପିତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆତ୍ମ ନିବେଦନ କରି ଗଜ ନିଜ ହୃଦୟ ପଦ୍ମକୁ ତାଙ୍କ ପାଦପଦ୍ମରେ ସମର୍ପଣ କରିବା ପରେ ହିଁ ଈଶ୍ୱର କୃପା ପ୍ରାପ୍ତ ହୋଇଥିଲେ। ତେଣୁ ଆତ୍ମ ନିବେଦନରେ ଆମେ କ’ଣ ସମର୍ପଣ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବିଷ୍ଣୁ ସ୍ୱରୂପ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଷ୍ଣୁ ସ୍ୱରୂପତା ସର୍ବୋତ୍ତ ଭାବେ ଗ୍ରହଣୀୟ। ଶ୍ରୀମନ୍ଦିର ଚୂଡାରେ ଅଙ୍କିତ ରମାନନ୍ଦୀ ଚିତା ମଧ୍ୟ ସାର୍ବଜନିନ ଭାବେ ଏହାକୁ ବିଷ୍ଣୁ ଆରାଧିତ ମନ୍ଦିର ଭାବରେ ପରିଗଣିତ…