ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସକଳ ଘଟରେ ସ୍ଥିତି
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥ (ନାରାୟଣ )ଙ୍କ ସ୍ଥିତି ସକଳ ଘଟରେ। ଏହି ସତ୍ୟକୁ ଉପଲବ୍ଧି କରି ସାଧକ କବି ଜଗନ୍ନାଥ ଦାଶ “ଓଡ଼ିଆ ଭାଗବତ ରେ ସୁନ୍ଦର ପଦ ଟିଏ ଦେଲେ “ସକଳ ଘଟେ ନାରାୟଣ, ବସନ୍ତି ଅନାଦି…