Latest Odisha News
Browsing Tag

fact check

ଟ୍ରେନ୍ ବଗିରେ କାହିଁକି ହଳଦିଆ, ନାଲି ରଙ୍ଗର ଗାର ଅଙ୍କିତ କରାଯାଇଥାଏ?

ଭୁବନେଶ୍ବର: ରେଳସେବା ଆମର ଭାରତୀୟମାନଙ୍କର ଲାଇଫ୍ ଲାଇନ୍ । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ରେଳଯାତ୍ରା କରିଥାନ୍ତି । ରେଳଯାତ୍ରୀଙ୍କ ସୁବିଧା ନିମନ୍ତେ ଭାରତୀୟ ରେଳବିଭାଗ ଟ୍ରେନ୍‌ମାନଙ୍କରେ କଲର୍ କୋଡିଂ କରିଛି । ଯାହା ଫଳରେ ରେଳଯାତ୍ରୀଙ୍କୁ କୌଣସି ଅସୁବିଧା ଭୋଗିବେ ନାହିଁ । ସହଜରେ ନିଜର…

ଆଶ୍ଚର୍ଯ୍ୟଜନକ ତଥ୍ୟ: ଜେସିବି ବୁଲଡୋଜରର ରଙ୍ଗ କାହିଁକି ହଳଦିଆ?

ଭୁବନେଶ୍ବର: ବେଳେବେଳେ ଆମର ମନକୁ ଏପରି ଜିନିଷ ଆସେ ଯାହା ଆମକୁ ଚିନ୍ତା କରିବାକୁ ବାଧ୍ୟ କରେ | ସେପରି ଏକ ଜିନିଷ ହେଲା ଜେସିବି ବୁଲଡୋଜର । ଯାହାର ରଙ୍ଗ ହଳଦିଆ ଥାଏ । ତେବେ ଆପଣ ଜାଣିଛନ୍ତି କି ଜେସିବି ବୁଲଡୋଜରର ରଙ୍ଗ କାହିଁକି ହଳଦିଆ? ଆସନ୍ତୁ ଜାଣିବା କ'ଣ ରହିଛି କାରଣ.. …

ବନ୍ଦ ହେଲା ୨୨ଟି ନକଲି ୟୁଟୁବ ନ୍ୟୁଜ୍ ଚ୍ୟାନେଲ; ପାକିସ୍ତାନରୁ ହେଉଥିଲା ପ୍ରସାରଣ

ଭୁବନେଶ୍ୱର: ଭାରତୀୟ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସୋମବାର ୨୨ଟି ନକଲି ୟୁଟୁବ ନ୍ୟୁଜ୍ ଚ୍ୟାନେଲକୁ ବନ୍ଦ କରିଛି । ମିଛ ଖବର ଓ ଦେଶ ବିରୋଧ ଖବର ପ୍ରସାରଣ ହେଉଥିବା ଅଭିଯୋଗରେ ଏହି ଚ୍ୟାନେଲ ଗୁଡ଼ିକୁ ବନ୍ଦ କରିଦିଆଯାଇଛି । ଏନେଇ ପିଆଇବି ପକ୍ଷରୁ ସୂଚନା ମିଳିଛି ଓ ଆଞ୍ଚଳିକ କାର୍ଯ୍ୟାଳୟ…

କେତେ ସତ କେତେ ମିଛ, ଗାଁ ଦାଣ୍ଡରେ ବୁଲିଲା କୁମ୍ଭୀର

ଭଦ୍ରକ: ଯାଜପୁର ଦତ୍ତପୁର ଗାଁରେ ଆଜି କୁମ୍ଭୀର ବୁଲୁଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି । ତେବେ ଏହି ଭିଡିଓଟି ଆଜିର ନୁହେଁ । ଏହା ପୁରୁଣା ଓ ଦତ୍ତପୁର ଗାଁର ନୁହେଁ । ଏହି ଭିଡିଓ ଅନ୍ୟ ରଜ୍ୟର ବୋଲି ଯାଜପୁର ରୋଡ୍ ରେଂଜର…

ଭାଇରାଲ୍ ପୋଷ୍ଟମୋର୍ଟମ୍; କେତେ ସତ କେତେ ମିଛ ? ପ୍ରତି ୧୦୦ ବର୍ଷରେ ଥରେ ସର୍ବବ୍ୟାପୀ ମହାମାରୀ !

ଭୁବନେଶ୍ୱର: କରୋନା ମହାମାରୀ ବିଶ୍ୱରେ ବ୍ୟାପିବା ପରଠୁ ଅନେକ ଟିଭି ଚ୍ୟାନେଲ, ଖବର କାଗଜ ଓ ସୋସିଆଲ ମିଡିଆରେ ପ୍ରତି ୧୦୦ବର୍ଷରେ ଥରେ ବିଶ୍ୱ କିଛି ନା କିଛି ମହାମାରୀକୁ ସାମ୍ନା କରୁଥିବା ପ୍ରକାଶ କରିଆସିଛନ୍ତି । ହେଲେ ଏହି ଦାବିରେ କେତେ ରହିଛି ସତ୍ୟତା ? ସତ ଜାଣିବାକୁ ଛାନଭିନ୍…