ଟିକାକରଣରେ ବୟସ୍କ ନାଗରିକଙ୍କୁ ଅଗ୍ରାଧିକାର, ସରପଞ୍ଚ ବାଛି ପାରିବେନି କିଏ ନେବ ଟିକା
ଭୁବନେଶ୍ୱର: ରାଜ୍ୟରେ ବୟସ୍କ ନାଗରିକଙ୍କ ଟିକାକରଣକୁ ଅଗ୍ରାଧିକାର ଦିଆଯାଇଛି । ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଦୈନିକ ୧ ଲକ୍ଷ ବୟସ୍କ ଲୋକଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ସୋମବାର ୯୨୭ଟି କେନ୍ଦ୍ରରେ ୧ ଲକ୍ଷ ୨୭୩ ଜଣ…